Posts

ଆମ ମାଟି ଆମ ମାଟି ଆମ ପାଇଁ ସୁନ୍ଦର ଗୋ ମିଶିଛି ତରଙ୍ଗ ଶୋଭା l ବିସ୍ତାରିଛି ଦେହ କାୟା ବଢ଼ାଇ ଗୋ ଗାଆଁ ଲଭେ ଜ୍ୟୋତି ଆଭା l ଧନ୍ୟ ଆମ ମାଟି କୁମ୍ଭାରକୁ ଦିଏ ହାଣ୍ଡିର କଳସ ସୁନା l ମାଆର ହୃଦୟ ଛାତି ତଳେ ଭରେ ଧନ୍ୟ ମାଟିର ମହିମା l